ଓଡିଶା

odisha

By

Published : Apr 6, 2022, 1:49 PM IST

Updated : Feb 3, 2023, 8:22 PM IST

ETV Bharat / videos

ମେଟ୍ରୋ ଷ୍ଟେସନରୁ ଡେଇଁଲେ MBA ଛାତ୍ରୀ, ଦେଖନ୍ତୁ ଲାଇଭ ସୁଇସାଇଡ

ହାଇଦ୍ରାବାଦ: ସହିପାରିଲେନି ବାପାଙ୍କ ଗାଳି । ହାଇଦ୍ରାବାଦର ଏକ ମେଟ୍ରୋ ଷ୍ଟେସନରୁ ଡେଇଁ ଆତ୍ମହତ୍ୟା କଲେ MBA ଛାତ୍ରୀ । ୨୨ ବର୍ଷୀୟା ଛାତ୍ରୀ ଜଣକ ହାଇଦ୍ରାବାଦ ସଞ୍ଜୟ ନଗରରେ ରହୁଥିବା ବେଳେ MBA ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଘରେ ସଦାସର୍ବଦା ଫୋନରେ ଲାଗିରହୁଥିବା କାରଣରୁ ପରିବାର ଗାଳି କରୁଥିଲେ । ତେବେ ଗାଳି ସହିନପାରି ଗତକାଲି(ମଙ୍ଗଳବାର) ସନ୍ଧ୍ୟା ୫.୩୦ ସମୟରେ ହାଇଦ୍ରାବାଦର ESI ମେଟ୍ରୋ ଷ୍ଟେସନରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ ଜଣକ । ସଙ୍ଗେସଙ୍ଗେ ପ୍ରତ୍ୟକ୍ଷଦର୍ଶୀ ଡାକ୍ତରଖାନାକୁ ନେଇଥିଲେ ସୁଦ୍ଧା ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
Last Updated : Feb 3, 2023, 8:22 PM IST

For All Latest Updates

ABOUT THE AUTHOR

...view details