ଓଡିଶା

odisha

ETV Bharat / videos

ଶ୍ରୀମନ୍ଦିର ଦ୍ବାର ଫିଟା ଓ ମଙ୍ଗଳ ଆଳତୀ, ଦେଖନ୍ତୁ ମନ ମୁଗ୍ଧକର ଦୃଶ୍ୟ - ପୁରୀ ଶ୍ରୀମନ୍ଦିର

By

Published : Apr 6, 2022, 6:56 AM IST

Updated : Feb 3, 2023, 8:22 PM IST

ନୂତନ ଆଶା ଓ ଉଦ୍ଦୀପନା ସହ ସର୍ବମୟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କବାଟ ଖୋଲିଛି। ଚକାଆଖି ଜଗତ ଉପରେ ଶୁଭଦୃଷ୍ଟି ପକେଇବା ସହ ଚାରିବାହୁ ମେଲି ଭକ୍ତଜନଙ୍କୁ ଶୁଭାଶିଷ ଦେଉଛନ୍ତି। ତେବେ ଜଗତର କଲ୍ୟାଣ ସହ ପତିତମାନଙ୍କୁ ଭବ ସାଗରରୁ ଉଦ୍ଧାର କରିବାପାଇଁ ପତିତପାବନ ନାମ ବହନ କରୁଥିବା ସାକ୍ଷାତ ଜଗତର ନାଥ ଜଗନ୍ନାଥଙ୍କ ସବୁଦିନ ପରି ଆଜି ଭୋରରୁ ମଙ୍ଗଳ ଆଳତୀ କରାଯାଇଛି। ଶ୍ରୀମନ୍ଦିର ଦ୍ବାର ଫିଟା ପରେ ପୂଜା ପଣ୍ଡା ହାତରେ ଦୀପ, ଘଣ୍ଟି ମୁଖରେ ଅନର୍ଗଳ ମନ୍ତ୍ରୋଚାରଣ କରି ପତିତପାବନଙ୍କ ଆଳତୀ କରିଛନ୍ତି ।
Last Updated : Feb 3, 2023, 8:22 PM IST

ABOUT THE AUTHOR

...view details