ମହାଶିବରାତ୍ରୀରେ ଦେଖନ୍ତୁ ମହାକାଳେଶ୍ବରଙ୍କ ଭବ୍ୟ ଆଳତୀ - ମଧ୍ୟପ୍ରଦେଶରେ ମହାଶିବରାତ୍ରୀ
ଭୋପାଳ: ଆଜି ପବିତ୍ର ଜାଗର ବା ମହାଶିବରାତ୍ରୀ । ଚଳଚଞ୍ଚଳ ମଧ୍ୟପ୍ରଦେଶ ଉଜ୍ଜୟିନୀର ବିଶ୍ବପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିର । ଚିକମିକ ଆଲୁଅରେ ଝଲସୁଛି ଶୈବପୀଠ । ଭୋର ୩ଟା ରେ ମନ୍ଦିରର ଦ୍ବାର ଫିଟା ଯିବା ପରେ ମହାଶିବରାତ୍ରୀ ଉପଲକ୍ଷେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନିତୀକାନ୍ତି ଜାରି ରହିଛି । ଶିବରାତ୍ରୀ ଉପଲକ୍ଷେ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST