ଓଡିଶା

odisha

ପଥର ମାରି ମଦ ଦୋକାନ ଭାଙ୍ଗିଲେ ଉମା ଭାରତୀ, ଭିଡିଓ ଭାଇରାଲ

By

Published : Mar 14, 2022, 8:37 AM IST

Updated : Feb 3, 2023, 8:19 PM IST

ଭୋପାଳ: ହଠାତ୍ ଏକ ମଦ ଦୋକାନ ଆଗକୁ ନିଜ ସମର୍ଥକଙ୍କ ସହ ଆସିଲେ । ଦୋକାନ ଭିତରକୁ ପଶିଲେ ଆଉ ହାତରେ ଧରିଥିବା ଏକ ବଡ ପଥର ଦୋକାନ ଉପରକୁ ଫିଙ୍ଗିଲେ । ରାଜ୍ୟରେ ମଦକୁ ବିରୋଧ କରି ଗତକାଲି ଏପରି କିଛି ଆକ୍ସନ ନେଇଛନ୍ତି ମଧ୍ୟପ୍ରଦେଶ ବିଜେପି ନେତ୍ରୀ ଉମା ଭାରତୀ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details