LokSabha: ପାରାଦୀପ ବନ୍ଦର ନାମ ହେଉ ବିଜୁ ପଟ୍ଟନାୟକ ବନ୍ଦର - କେନ୍ଦ୍ରାପଡା ସାଂସଦଙ୍କ ଦାବି
ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଆଜି ଥିଲା ଅଷ୍ଟମ ଦିନ । ଆଜି ଲୋକସଭାରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର Demands for Grants ବିଲ ଆଗତ ହୋଇଥିଲା । ବିଲକୁ ନେଇ ଲୋକସଭାରେ ବିତର୍କ ହେବା ସହ ଭୋଟିଂ ମଧ୍ୟ ହୋଇଥିଲା । ବିତର୍କରେ ଭାଗ ନେଇ ବିଜେଡି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ପାରାଦୀପ ବନ୍ଦରର ନାମ ପରିବର୍ତ୍ତନ କରି ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି । ଦେଖନ୍ତୁ କଣ କହିଛନ୍ତି ଅନୁଭବ ।
Last Updated : Feb 3, 2023, 8:20 PM IST