ଓଡିଶା

odisha

ETV Bharat / videos

Panchayat Takkar: ବେକାର ଯୁବକଙ୍କୁ ନିଯୁକ୍ତି ବାର୍ତ୍ତା ଦେଇ ପ୍ରଚାର ଜୋରଦାର - ଗଞ୍ଜାମ କଣମଣାରେ ନିର୍ବାଚନୀ ପ୍ରଚାର

By

Published : Feb 18, 2022, 4:08 PM IST

Updated : Feb 3, 2023, 8:17 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି(ଶୁକ୍ରବାର) ଶେଷ ଦିନରେ ଚାଲିଛି ପ୍ରଚାର । କଣମଣା ଗ୍ରାମ ପଞ୍ଚାୟତର ବେକାର ଯୁବତୀ ଓ ଯୁବକଙ୍କୁ ନିଯୁକ୍ତି ସହ କଣମଣାର ସମସ୍ତ ନିଷ୍ପତ୍ତି ଗ୍ରାମବାସୀ ନେବେ ଏହି ବାର୍ତ୍ତା ଦେଇ ଶେଷ ଦିନର ପ୍ରଚାର କରୁଛନ୍ତି ସରପଞ୍ଚ ପ୍ରାର୍ଥିନୀ ବିଜୟ ଲକ୍ଷ୍ମୀ ବେହେରା । ଏହି ଅବସରରେ କଣମଣା ପଞ୍ଚାୟତରେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ପହଞ୍ଚି ଅଧିକ ଆଲୋଚନା କରିଛନ୍ତି ।
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details