ଓଡିଶା

odisha

ETV Bharat / videos

ରାଜ୍ୟ ଆଥଲେଟିକ୍ ଚମ୍ପିଆନସିପ, କମାଲ କରୁଛନ୍ତି କଳାହାଣ୍ଡିର କ୍ରୀଡାବିତ - ଉଚ୍ଚଡିଆଁରେ କଳାହାଣ୍ଡି କ୍ରିଡାବିତଙ୍କ କୃତିତ୍ବ

By

Published : Apr 12, 2022, 2:03 PM IST

Updated : Feb 3, 2023, 8:22 PM IST

ଭବାନୀପାଟଣା: ଭୁବନେଶ୍ଵର କିଟ୍ ପରିସରରେ ଚାଲିଥିବା ରାଜ୍ୟ ଆଥଲେଟିକ ଚମ୍ପିଆନସିପରେ କଳାହାଣ୍ଡି କ୍ରୀଡ଼ାବିତ୍ ନିଜର କମାଲ ଦେଖାଇଛନ୍ତି । ଲଙ୍ଗ ଜମ୍ପ ଇଭେଣ୍ଟରେ କଳାହାଣ୍ଡି ବୋର୍ଡର ସାରୁନ ପାୟାସିଂ ଅଣ୍ଡର-୨୩ ବାଳକ ବିଭାଗରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ବାଳକ ବିଭାଗ ଅଣ୍ଡର-୧୬ ୧୦୦ ମିଟର ଦୌଡ଼ରେ ଡିଏମ୍ ଜୟରାମ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ସାରୁନ ପାୟାସିଂ ୧୦୦ ମିଟର ଦୌଡ଼ରେ ମଧ୍ୟ ମେଡାଲ ହାସଲ କରିଛନ୍ତି । ଲାଞ୍ଜିଗଡର ଲାଲୁ ପ୍ରସାଦ ଭୋଇ ବାଳକ ବିଭାଗ ଅଣ୍ଡର-୨୦ ଲଙ୍ଗ ଜମ୍ପରେ ସ୍ବର୍ଣ୍ଣପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

...view details