ଓଡିଶା

odisha

ETV Bharat / videos

ମଜୁରୀ ମାଗିବାରୁ ହାଣିଲେ ଶ୍ରମିକଙ୍କ ମୁଣ୍ଡ - worker attack

By

Published : Nov 2, 2020, 5:53 PM IST

ଆନନ୍ଦପୁର: ମଜୁରୀ ମାଗିବାରୁ ଶ୍ରମିକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ଏକ ଧାରୁଆ ଅସ୍ତ୍ରରେ ହାଣିଲେ ଶ୍ରମିକଙ୍କ ମୁଣ୍ଡ । ଲେବର କଣ୍ଟ୍ରାକ୍ଟର ସହଯୋଗଙ୍କ ସହ ମିଶି ଯୋଜନା ବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଶ୍ରମିକଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରମିକଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି ।

ABOUT THE AUTHOR

...view details