ଓଡିଶା

odisha

ପୁତୁରାକୁ ଭୁଜାଲିରେ ହାଣିଲା ଦାଦା, ପୁତୁରା ଗୁରୁତର

By

Published : Jan 7, 2020, 11:39 PM IST

ଭଦ୍ରକ: ସୋର ଥାନା ପୁରୁଷୋତ୍ତମପୁର ଗାଁରେ ଅଭାବନୀୟ ଘଟଣା । ନିଜ ମାଆଙ୍କୁ ମାଡ ମାରୁଥିବା ଦେଖି ପୁତୁରା ବିରୋଧ କରିବାରୁ ଭୁଜାଲିରେ ପୁତୁରା ଅଶୋକଙ୍କୁ ଆକ୍ରମଣ କଲା ଦାଦା ।

ABOUT THE AUTHOR

...view details