ଓଡିଶା

odisha

ETV Bharat / videos

କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ମାମଲା, ଖାରଜ ହେଲା ଯାଚିକା - ଦିନଦୋଷୀ କୋର୍ଟର ନିଷ୍ପତ୍ତି

🎬 Watch Now: Feature Video

By

Published : Jan 2, 2021, 7:52 PM IST

ମୁମ୍ବାଇ: କଙ୍ଗନା ରାଣାୱତଙ୍କୁ ନୂଆ ବର୍ଷରେ ମିଳିଲା ଝଟକା । କାରଣ ମୁମ୍ବାଇରେ ତାଙ୍କ ଅଫିସ ଭଙ୍ଗାରୁଜା ମାମଲାରେ ସେ ସ୍ଥାନୀୟ ପ୍ରଶାସନ ବିରୋଧରେ ଦାଖଲ କରିଥିବା ଯାଚିକାକୁ ବର୍ତ୍ତମାନ ଖାରଜ କରିଦେଇଛନ୍ତି ଦିନଦୋଷୀ କୋର୍ଟ । ବ୍ରିହାନମମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ବାରା ତାଙ୍କ ଘର ଭାଙ୍ଗିବା ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଗୁରୁବାର ଦିନ ତାଙ୍କ ଶୁଣାଣିରେ କୋର୍ଟ କହିଛନ୍ତି ଯେ କଙ୍ଗନା ତିନୋଟି ଫ୍ଲାଟକୁ ଗୋଟିଏରେ ମିଶ୍ରଣ କରିବା ପରେ ଘଟିଥିବା ଗୃହର ଅନୁମୋଦିତ ଯୋଜନାରେ ଗୁରୁତର ଉଲ୍ଲଂଘନ ହୋଇଛି ।

ABOUT THE AUTHOR

...view details