ଫ୍ଲାଇଟରେ ବୁଲୁଥିଲେ ଏଟିଏମ ଲୁଟେରା, ରାଜଧାନୀରୁ ଲୁଟିଥିଲେ 27ଲକ୍ଷ ଟଙ୍କା
ଭୁବନେଶ୍ବର: ଦିଲ୍ଲୀ, ବେଙ୍ଗାଲୁରୁ, ଭୁବନେଶ୍ବର ପରେ ଧରାପଡିଲେ ଲୁଟେରା । ଭାଇଜାଗର ଏକ ଏଟିଏମରୁ 9ଲକ୍ଷ ଟଙ୍କା ଲୁଟ ପରେ ଧରିଲା ପୋଲିସ । ଭାଇଜାଗରୁ ଗିରଫ ପରେ ପୂରା ଗ୍ୟାଙ୍ଗର ହେଲା ପର୍ଦ୍ଦାଫାସ । ଗତ 10 ତାରିଖରେ ଭୁବନେଶ୍ବର ପଟିଆ ପିଏନବି ଏଟିଏମରୁ ଲୁଟ୍ କରିଥିଲେ 27 ଲକ୍ଷ ଟଙ୍କା । ପଞ୍ଜାବର ସମରଜୋତ ସିଂ ଓ କେରଳର ଜାଫର ସାଦିକ ଏଭି ଏଟିଏମରୁ ଲୁଟି ନେଇଥିଲେ ଟଙ୍କା ।