ଓଡିଶା

odisha

ETV Bharat / videos

ଅପରେସନ ଦାଦାବଟିକୁ ନା, ଗିରଫ ହେଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ - Raja Acharya

By

Published : Oct 17, 2020, 10:12 PM IST

ଭୁବନେଶ୍ବର : ଅପରେସନ ଦାଦାବଟିକୁ ନା, ଗିରଫ ହେଲା ରାଜା ଆଚାର୍ଯ୍ୟ । ୟୁନିଟ ୧ ସ୍ଥିତ ପୁରୁଣା ବସ ଷ୍ଟାଣ୍ଡ ନିକଟରେ କିଛି ସରକାରୀ ଜାଗାରେ ମାଡିବସି ଦୋକାନିଙ୍କୁ ଭଡା ଦେଇଥିଲେ। ଭଡା ନେବା ବାହାନାରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ ପାଇ ଜବରଦସ୍ତି କରିଥିଲେ। ଏନେଇ ସ୍ଥାନୀୟ ଖବର ସୂଚନା ଆଧାରରେ କ୍ୟାପିଟାଲ ଥାନା ଗିରଫ କରିଛି ।

ABOUT THE AUTHOR

...view details