ଓଡିଶା

odisha

ETV Bharat / videos

ଦିଲଶାଦ ଖାନ ହତ୍ୟା ମାମଲାରେ 9 ଅଭିଯୁକ୍ତ ଗିରଫ

By

Published : Jun 12, 2020, 5:47 PM IST

ରାଉରକେଲା: ଜୁନ 7 ତାରିଖ ସନ୍ଧ୍ୟାରେ ରାଉରକେଲା ରେଲଓ୍ବେ କୋଲୋନୀରେ ଘଟି ଥିବା ଦିଲଶାଦ ଖାନ ହତ୍ୟା ମାମଲାରେ ପୋଲିସକୁ ମିଳିଛି ସଫଳତା । ଏହି ହତ୍ୟା ମାମଲାରେ ରାଉରକେଲା ପୋଲିସ 9 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟି ଥିବା ବେଳେ ଏହି ଘଟଣାରେ ଜଡ଼ିତ ଅନ୍ୟ 3 ଜଣଙ୍କୁ ଧରିବାକୁ ପୋଲିସ ଵିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।

ABOUT THE AUTHOR

...view details