ଆଇନ ମନ୍ତ୍ରୀ ନୁହେଁ କ୍ରାଇମ ମନ୍ତ୍ରୀ: ବିଜେପି
କଟକ: ମାହାଙ୍ଗା ଡବଲ ମର୍ଡର ମାମଲା । ବିଜେପିର ଜୋରଦାର ବିକ୍ଷୋଭ । ଉଭୟ ନେତା କୁଳମଣି ବରାଳ ଓ ଦିବ୍ୟ ସିଂହ ବରାଳ ହତ୍ୟାର ସଠିକ୍ ତଦନ୍ତ କରି ଶୀଘ୍ର ନ୍ୟାୟ ଦେବା ପାଇଁ ଜୋର ଧରିଛି ଆନ୍ଦୋଳନ। କଟକର ପ୍ରମୁଖ ଛକରେ ବିଜେପି ଚିତ୍କାର କରିବା ସହ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।