ଓଡିଶା

odisha

ETV Bharat / videos

ବଲାଙ୍ଗୀର ଜିଏସଷ୍ଟି ଠକେଇ ମାମଲା: ମା-ପୁଅଙ୍କ ପରେ ଆଉ ଜଣେ ଗିରଫ - ବଲାଙ୍ଗୀର ଜିଏଷ୍ଟି ଠକେଇ ମାମଲା

By

Published : Nov 12, 2020, 9:59 PM IST

ବଲାଙ୍ଗୀର: ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଏସଷ୍ଟି ଠକେଇ ମାମଲାରେ ଅଭିଯୁକ୍ତ ମା-ପୁଅ ଗିରଫ ହେବା ପରେ ଆଜି ପୁଣି ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ମିଶନ ଶକ୍ତି ଯୋଜନାରେ ଋଣ କରିଦେବା ନାଁରେ କୋଟି କୋଟି ଟଙ୍କାର ଠକେଇ କରୁଥିଲେ ଅଭିଯୁକ୍ତ ମହିଳା ଗାୟତ୍ରୀ ଜୟଶ୍ବାଲ ଓ ତାଙ୍କ ପୁଅ ବିରେନ୍ଦ୍ର ଜୟଶ୍ବାଲ ।

ABOUT THE AUTHOR

...view details