ଓଡିଶା

odisha

ETV Bharat / videos

ସିସିଟିଭିରେ କଏଦ ବରଗଡ ସିମେଣ୍ଟ ଫ୍ୟାକ୍ଟ୍ରି ମ୍ୟାନେଜରଙ୍କୁ ଆକ୍ରମଣ - ବରଗଡ ସେମେଣ୍ଟ ଫ୍ୟାକ୍ଟ୍ରୀର ଏଚଆର ମ୍ୟାନେଜରଙ୍କୁ ଆକ୍ରମଣ

🎬 Watch Now: Feature Video

By

Published : Jun 17, 2020, 2:01 PM IST

ବରଗଡ: ଏସିସି ସିମେଣ୍ଟ କାରଖାନାରେ ଏଚଆର ସମୀର ରାଉତଙ୍କ ଉପରେ ସୋମବାର ସନ୍ଧ୍ୟାରେ ହୋଇଛି ସଂଘବଦ୍ଧ ଆକ୍ରମଣ ଘଟଣା । ଏହାର ସିସିଟିଭି ଫୁଟେଜ କାରଖାନା ପକ୍ଷରୁ ବରଗଡ ଟାଉନ ପୋଲିସକୁ ହସ୍ତାନ୍ତର କରାଯାଇଛି । ସିସିଟିଭିରେ ଆକ୍ରମଣ ଘଟଣାର ସମସ୍ତ ଭିଡିଓ ରେକର୍ଡ ହୋଇରହିଥିବା ବେଳେ ଆକ୍ରମଣ ସମୟର ଛବି ସ୍ଵଷ୍ଟ ଭାବରେ ଦେଖାଦେଉଛି | ତେବେ ବରଗଡ ପୋଲିସ ସିସି ଟିଭି ଆଧାରରେ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି କହିଛି ।

ABOUT THE AUTHOR

...view details