ଓଡିଶା

odisha

By

Published : Mar 17, 2020, 8:57 PM IST

ETV Bharat / videos

ଅନିଲ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଦୀର୍ଘ 3 ମାସ ପରେ ସରକନ୍ତରାର ଅନିଲ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଜଣଙ୍କ ବାଲୁଗାଁରେ ଲୁଚିଥିବା ବେଳେ ଗିରଫ କଲା କମିଶନରେଟ ପୋଲିସ । ହତ୍ୟାରେ ବ୍ୟବହୃତ ବନ୍ଧୁକ ହେଲା ସିଜ୍‌ । ତେବେ ଗତ ନଭେମ୍ବର ୭ ତାରିଖ ଖଣ୍ଡଗିରି ଥାନା ସରକନ୍ତରାରେ ହୋଇଥିଲା ହତ୍ୟାକାଣ୍ଡ । ଅନିଲ ଜେନାକୁ ଗୁଳି କରି ହତ୍ୟା କରିଥିବା ବେଳେ ବାପା ଅଭିମନ୍ୟୁ ଗୁରୁତର ଆହତ ହୋଇଥିଲେ ।

ABOUT THE AUTHOR

...view details