ଓଡିଶା

odisha

ETV Bharat / videos

ପରୀ ଝଡ ନ ଥମୁଣୁ ନୟାଗଡରେ ପୁଣି ଜଣେ ଶିଶୁ ନିଖୋଜ - girl is missing in Nayagarh

By

Published : Dec 12, 2020, 7:52 PM IST

ନୟାଗଡ: ନୟାଗଡରେ ପୁଣି ଶିଶୁ ନିଖୋଜ ନେଇ ଚର୍ଚ୍ଚା । ରଣପୁର ଥାନା ଅଧିନ ନରେନ୍ଦ୍ରପୁର ବଧିପାଟଣା ଗାଁର ସଞ୍ଜୟ କୁମାର ସାହୁ ଏବଂ ସବିତାଙ୍କ ୩ ବର୍ଷର ଶିଶୁ କନ୍ୟା ହରପ୍ରିୟା ସାହୁ (ସ୍ଵାତି) । ଯିଏକି ଗତକାଲି(ଶୁକ୍ରବାର) ଅପରାହ୍ନ 3 ଟାରେ ଘର ପଛଟକୁ ଖେଳିବାକୁ ଯାଇଥିଲେ l ମାତ୍ର ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି କଲା ପରେ ବିଫଳ ହେବାରୁ ପରିବାର ପକ୍ଷରୁ ରାଜସୁନାଖଳା ଫାଣ୍ଡିରେ ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ ହୋଇଛି ।

ABOUT THE AUTHOR

...view details