ଓଡିଶା

odisha

ETV Bharat / videos

ଆମେରିକୀୟ ସିଙ୍ଗରଙ୍କ କଣ୍ଠରେ ‘ଓମ ଜଗ ଜୟଦିଶ’, ଦେଖନ୍ତୁ ଭିଡିଓ - ଓମ ଜଗ ଜୟଦିଶ ଶ୍ରୀହରି

By

Published : Nov 13, 2020, 12:20 PM IST

ୱାଶିଂଟନ: ଆମେରିକୀୟ ସିଙ୍ଗରଙ୍କ କଣ୍ଠରେ ଭାରତୀୟ ଭଜନ । ଓମ ଜଗ ଜୟଦିଶ ଶ୍ରୀହରି ଗୀତ ଗାଇ ଭାରତୀୟଙ୍କ ମନ କିଣିଲେ ଆଫ୍ରିକା-ଆମେରିକୀୟ ସିଙ୍ଗର ମେରି ମିଲବନ । ଆଲୋକର ପର୍ବ ଦୀପାବଳିରେ ଭାରତୀୟ ପୋଷାକ ପରିଧାନ କରି ଗୀତ ଗାଇ ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

...view details