ଓଡିଶା

odisha

ETV Bharat / videos

ରୋଚକ ମୋଡରେ ବ୍ରେକଜିଟରୁ ବ୍ରିଟେନ ବାହାରିବା ପ୍ରସଙ୍ଗ - EU

🎬 Watch Now: Feature Video

By

Published : Mar 20, 2019, 11:32 PM IST

Updated : Mar 20, 2019, 11:39 PM IST

ଆସନ୍ତା ଜୁନ 30 ତାରିଖ ପର୍ଯ୍ୟନ୍ତ ୟୁରୋପିଅନ ୟୁନିଅନରୁ ବ୍ରିଟେନର ପ୍ରସ୍ଥାନକୁ ରୋକିବା ପାଇଁ ବୁଧବାର ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ୟୁରୋପିଅନ ୟୁନିଅନକୁ ଅପିଲ କରିଛନ୍ତି। ଲଗାତାର 9 ଦିନ ଧରି ୟୁରୋପିଅନ ୟୁନିଅନରୁ ବ୍ରିଟେନର ପ୍ରସ୍ଥାନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀ ଏହା ଉପରେ ବିଚାର ବିମର୍ଶ କରୁଛନ୍ତି। ସେପଟେ ୟୁରୋପିଅନ ୟୁନିଅନରୁ ବାହାରି ଆସିବାକୁ ନେଇ ମେ ଦେଇଥିବା ପ୍ରସ୍ତାବକୁ ତିନିଥର ବ୍ରିଟେନ ପାର୍ଲ୍ୟାମେଣ୍ଟ ଅଗ୍ରାହ୍ୟ କରିଥିବା ସୂଚନା ରହିଛି।
Last Updated : Mar 20, 2019, 11:39 PM IST

For All Latest Updates

ABOUT THE AUTHOR

...view details