ଓଡିଶା

odisha

104 ଦିନ ପରେ ଖୋଲିଲା ପ୍ୟାରିସର ଆଇଫେଲ ଟାୱାର

By

Published : Jun 25, 2020, 8:19 PM IST

ଗୁରୁବାର ଖୋଲିଛି ପ୍ୟାରିସର ଉଚ୍ଚତମ ଆଇଫେଲ ଟାୱାର । ଦୀର୍ଘ 104 ଦିନ ପରେ ଏହି ଟାୱାର ସାଦାରଣ ଦର୍ଶକଙ୍କୁ ପାଇଁ ଖୋଲିଥିବା ବେଳେ କୋଭିଡ଼ ଯୋଗୁଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।

ABOUT THE AUTHOR

...view details