ଭାରତୀୟ ସାମ୍ବାଦିକଙ୍କ ହତ୍ୟା ପୂର୍ବର ଭୟାବହ ଭିଡିଓ, ଏମିତି ଆକ୍ରମଣ କରିଥିଲା ତାଲିବାନ... - ଭାରତୀୟ ସାମ୍ବଦିକ ଦାନୀଶ ସିଦ୍ଦିକୀ
କାବୁଲ: ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକ ଦାନୀଶ ସିଦ୍ଦିକୀଙ୍କୁ କରାଯାଇଛି ହତ୍ୟା । ଏହା ପୂର୍ବରୁ ମଧ୍ୟ ଭାରତୀୟ ସାମ୍ବାଦିକଙ୍କୁ ହୋଇଥିଲା ଆକ୍ରମଣ । ତେବେ ଏହି ଆକ୍ରମଣର ଏକ ଭିଡିଓ କିଛି ଦିନ ପୂର୍ବରୁ ଟ୍ବିଟରରେ ସେୟାର କରିଥିଲେ ଦାନୀଶ । ଭିଡିଓରେ ତାଲିବାନ ଆତଙ୍କବାଦୀମାନେ କିଭଳି ଆକ୍ରମଣ କରୁଛନ୍ତି ତାହା ଦେଖିବାକୁ ମିଳିଛି ।