ଓଡିଶା

odisha

ETV Bharat / videos

Airborne Exercise: ଶକ୍ତି ପ୍ରଦର୍ଶନ କଲେ ପାରା ଯବାନ - ଭାରତୀୟ ସେନାର ସମରାଭ୍ୟାସ

By

Published : Mar 26, 2022, 1:36 PM IST

Updated : Feb 3, 2023, 8:21 PM IST

କୋଲକାତା: ଆକାଶରେ ନିଜର ଦକ୍ଷତା ପ୍ରଦର୍ଶନ କଲା ଭାରତୀୟ ସେନା । ଭାରତୀୟ ସେନାର ୬ଶହ ଜଣ ପାରାଟ୍ରୁପର୍ସ ନିଜର ରଣ କୌଶଳ ସହ ଦକ୍ଷତା ଦେଖାଇଛନ୍ତି । ତେବେ ଭାରତୀୟ ସେନାର ଏୟାରବ୍ରୋନ ରାପିଡ ରେସ୍ପନ୍ସ ଟିମ ଏହି ଦକ୍ଷତା ଦେଖାଇଛନ୍ତି । ତେବେ ସିଲିଗୁରି କରିଡର ଠାରେ ଭାରତୀୟ ସେନାର ଚାଲିଥିବା ଏୟାରବ୍ରୋନ ସମରାଭ୍ୟାସ ବେଳେ ଏହି କୌଶଳ ଦେଖିବାକୁ ମିଳିଛି । ମାର୍ଚ୍ଚ ୨୪ ଓ ୨୫ ଦୁଇ ଦିନ ଧରି ହୋଇଥିବା ଏହି ସମରାଭ୍ୟାସରେ ୬ ଶହ ଜଣ ପାରାଟ୍ରୁପର୍ସ ଅଂଶ ଗ୍ରହଣ କରି ଆକାଶରୁ ଏକା ସାଙ୍ଗରେ ପାରାଚ୍ୟୁଟ୍‌ ମାଧ୍ୟମରେ ତଳକୁ ଓହ୍ଲାଇ ଥିଲେ । ମାତ୍ର ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଉନ୍ନତ ଫ୍ରି ଫଲ କୌଶଳ ସହିତ ଜଡିତ, ନୀରିକ୍ଷଣ, ଟାର୍ଗେଟ ଲକ୍ଷ୍ୟ କରିବା ଅଭ୍ୟାସ ଏବଂ ଶତ୍ରୁକୁ ଧରିବା ପରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେନା ପକ୍ଷରୁ କୁହାଯାଇଛି ।
Last Updated : Feb 3, 2023, 8:21 PM IST

ABOUT THE AUTHOR

...view details