ଓଡିଶା

odisha

ETV Bharat / videos

Holi 2022: ଉଡିଲା ରଙ୍ଗ, ହସଖୁସିରେ ହୋଲି ପାଳିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ - ହୋଲି 2022

By

Published : Mar 19, 2022, 6:06 PM IST

Updated : Feb 3, 2023, 8:20 PM IST

ଭୁବନେଶ୍ବର: ରଙ୍ଗର ପର୍ବ ହୋଲି । ଏ ଅବସରରେ କଳିଙ୍ଗ ରକ୍ଷକ ଫାଉଣ୍ଡେସନ ତରଫରୁ ଆଜି ଚେତନା ମହାବିଦ୍ୟାଳୟରେ ହୋଲି ପାଳନ ହୋଇଛି । ଏଠାରେ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ହୋଲି ପାଳନ କରିଛନ୍ତି । ଚେତନାରେ ରହୁଥିବା ଅନ୍ତେବାସୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ମିଶି ରଙ୍ଗ ଖେଳିଛନ୍ତି । ଆଉ ପରସ୍ପରକୁ ରଙ୍ଗ ବୋଳାବୋଳି ହୋଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details