ଓଡିଶା

odisha

ETV Bharat / videos

Hoil 2022: ହୋଲି ଖେଳିଲେ ଶିବ ପାର୍ବତୀ - ଉଜ୍ଜୟିନୀର ମହାକାଳ ଫରେଷ୍ଟରେ ହୋଲି ପର୍ବ

By

Published : Mar 18, 2022, 9:56 AM IST

Updated : Feb 3, 2023, 8:20 PM IST

ଭୋପାଳ: ପବିତ୍ର ହୋଲି ପର୍ବକୁ ନେଇ ଉତ୍ସବ ମୁଖର ପୁରା ଦେଶ । ମଧ୍ୟପ୍ରଦେଶରେ ଆରମ୍ଭ ହୋଇଯାଇଛି ହୋଲି ଖେଳ । ଉଜ୍ଜୟିନୀର ମହାକାଳ ଫରେଷ୍ଟରେ ରଙ୍ଗର ପର୍ବ ହୋଲି ପାଳନ କରାଯାଇଛି । ଏଠାରେ ପରସ୍ପରକୁ ଅବିର ଲଗାଇ ହୋଲି ଖେଳୁଛନ୍ତି ଶିବ ପାର୍ବତୀ । ହୋଲି ଖେଳିବା ସହ ନାଚ ଗୀତରେ ଝୁମିଛନ୍ତି ଭକ୍ତ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details