Shimla receives fresh Snowfall: ସିମଲା ସହରରେ ବର୍ଷର ପ୍ରଥମ ତୁଷାରପାତ - ସିମଲାରେ ପ୍ରଥମ ତୁଷାରପାତ
କୋହଲା ପାଗ ସାଙ୍ଗକୁ ଝିପି ଝିପି ତୁଷାର ପାତ । ହିମାଚଳ ପ୍ରଦେଶର ସିମଲା ସହରରେ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ରାସ୍ତାଠୁ ଗଛ, ଯାନ ବାହନଠୁ ଘର, ଯେଉଁଆଡେ ଆଖି ବୁଲାଇବେ ବରଫର ଧଳାଚାଦର ଦୃଶ୍ୟମାନ ହେଉଛି । ଯାହା ଆରର୍ଷଣୀୟ ସାଙ୍ଗକୁ ମନୋରାମ ପରିବେଶ ସୃଷ୍ଟି କରିଛି ।
Last Updated : Feb 3, 2023, 8:17 PM IST