ଓଡିଶା

odisha

ରକେଟ ମାଡରେ ଖସିଲା ହେଲିକପ୍ଟର, କ୍ୟାମେରାରେ କଏଦ ହେଲା ଦୃଶ୍ୟ

By

Published : Mar 5, 2022, 9:54 PM IST

Published : Mar 5, 2022, 9:54 PM IST

Updated : Feb 3, 2023, 8:18 PM IST

କିଭ୍: ରକେଟ ମାଡରେ ଜଳିଗଲା ହେଲିକପ୍ଟର । କ୍ୟାମେରାରେ କଏଦ ହେଲା ରକେଟ ହିଟର ସମ୍ପୂର୍ଣ୍ଣ ଦୃଶ୍ୟ । ଏହି ଘଟଣାଟି ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ବୋଲି ଚର୍ଚ୍ଚା ହେଉଛି । ହେଲିକପ୍ଟରଟି ଋଷର ହୋଇଥିବା ବେଳେ ୟୁକ୍ରେନ ପକ୍ଷରୁ ରକେଟ ମାଡ କରାଯାଇ ଧ୍ବଂସ କରି ଦିଆଯାଇଥିବା ଦାବି କରାଯାଇଛି । ତେବେ ଭିଡିଓଟିର ସମ୍ପୂର୍ଣ୍ଣ ସତ୍ୟତା ନେଇ କିଛି ସୂଚନା ମିଳି ପାରିନାହିଁ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:18 PM IST

ABOUT THE AUTHOR

...view details