ଓଡିଶା

odisha

By

Published : Aug 22, 2021, 9:13 PM IST

ETV Bharat / videos

ସାପ ଲାଙ୍ଗୁଡରେ ବାନ୍ଧୁଥିଲେ ରାକ୍ଷୀ, ଗୋଟିଏ ଚୋଟରେ ଗଲା ପ୍ରାଣ

ପାଟନା: ଆଜି ପବିତ୍ର ରକ୍ଷା ବନ୍ଧନ। ଏହି ଅବସରରେ ଜଣେ ସାପ ଧରାଳି ସାପକୁ ରାକ୍ଷୀ ବାନ୍ଧିବା ପଡିଛି ମହଙ୍ଗା । ବିହାର ସାରଣରେ ୨୫ ବର୍ଷୀୟ ମନମୋହନ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେବ ବିଭିନ୍ନ ପ୍ରକାରର ସରୀସୃପ ଧରିବା ସହ ସର୍ପ ଦଂଶନ ପାଇଁ ଲୋକଙ୍କୁ ଔଷଧ ଦେଉଛନ୍ତି । ହେଲେ ଆଜି ରକ୍ଷା ବନ୍ଧନ ଯୋଗୁଁ ସାପକୁ ରାକ୍ଷୀ ବାନ୍ଧିଥିଲେ ସାପଧରାଳି କିନ୍ତୁ ଏହାର କିଛି ସମୟ ପରେ ଉକ୍ତ ଯୁବକଙ୍କ ଆଙ୍ଗୁଠିକୁ ଚୋଟ ମାରିଥିଲା ସାପ । ଏହାର କିଛି ସମୟ ପରେ ଉକ୍ତ ଯୁବକ ପ୍ରାଣ ହରାଇଛନ୍ତି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details