ଓଡିଶା

odisha

ETV Bharat / videos

ଦିଘାରେ ‘ୟସ’ ପ୍ରଳୟ , ହୋଟେଲରେ ପଶିଲା ସମୁଦ୍ର - ପଶ୍ଚିମବଙ୍ଗ ଦିଘା

By

Published : May 26, 2021, 10:59 AM IST

କୋଲକାତା: ପଶ୍ଚିମବଙ୍ଗ ଦିଘାରେ ମଧ୍ୟ ତାଣ୍ଡବ ରଚୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ ୟସ । ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରର ଶଙ୍କରପୁର, ବାଙ୍କୁଡ଼ା, ଝରିଗ୍ରାମ, ଦକ୍ଷିଣ ୨୪ ପ୍ରଗଣା, କୋଲକାତା, ନଦିଆ ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବର୍ଷିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ୟସ ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ଦିନ ୧୦ ଟାରୁ ୧୧ ଟା ମଧ୍ୟରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ବର ଦେଇ ମୟୂରଭଞ୍ଜ ଯିବ ବାତ୍ୟା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details