ଥରୁଛି ଉତ୍ତରାଖଣ୍ଡ, ଥଣ୍ଡା ସାଙ୍ଗକୁ ପ୍ରବଳ ତୁଷାରପାତ - ତୁଷାରପାତ
ଡେରାଡୁନ୍: ଉତ୍ତରାଖଣ୍ଡରେ ଥଣ୍ଡା ସାଙ୍ଗକୁ ପ୍ରବଳ ତୁଷାରପାତ । ପିଥୋରାଗଡର ମୁନସ୍ୟାରୀ ଜିଲ୍ଲାରେ ପ୍ରବଳ ମାତ୍ରାରେ ବରଫ ବର୍ଷା ହୋଇଛି । ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଆସନ୍ତାକାଲି ମଧ୍ୟ ପ୍ରବଳ ତୁଷାର ପାତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।