ଓଡିଶା

odisha

ETV Bharat / videos

ସ୍ୱାବଲମ୍ବୀ ହେବେ କିନ୍ନର, ବିଏମସିର ସହଭାଗୀତାରେ କରିବେ ରୋଜଗାର - ମହିଳା ଦିବସ

🎬 Watch Now: Feature Video

By

Published : Mar 3, 2021, 1:52 PM IST

ଭୁବନେଶ୍ବର: ପୃଥିବୀର ସବୁ ସ୍ନେହ ତା' ପାଖେ ସରିଯାଏ । କଷଣରେ ରହି ବି ସେ କର୍ତ୍ତବ୍ୟ ଭୁଲେ ନାହିଁ । ସେ ଯୁଗେ ଯୁଗେ ଯୋଦ୍ଧା। କେବେ ସେ ମମତାର ମହାନ ପ୍ରତିଛବି ତ କେବେ ସଂଗ୍ରାମର ଅନନ୍ୟ ଉଦାହରଣ । ବର୍ତ୍ତମାନ ସମୟରେ ମହିଳା ମାନେ ସବୁ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଉଛନ୍ତି । ସେହିଭଳି କିନ୍ନର ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ବିଏମ ପକ୍ଷରୁ ସ୍ବାଗତଯୋଗ୍ୟ କାମ ହାତକୁ ନିଆଯାଇଛି । ଏମାନଙ୍କୁ ସ୍ୱାବଲମ୍ବୀ କରାଇବା ସହ ଗୁଜୁରାଣ ମେଣ୍ଟାଇବା ପାଇଁ ଟିକସ ଆଦାୟ କରିବେ। ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଏହାକୁ ସ୍ୱାଗତ କରିବା ସହ କିନ୍ନର ମାନଙ୍କୁ ଉତ୍ସାହିତ କରିଛନ୍ତି। ବିଏମସି ସହଭାଗୀତାରେ ବକେୟା ଥିବା ହୋଲଡିଂ ଟିକସ, ପାର୍କିଂ ଟିକସ ଆଦାୟ କରିବେ କିନ୍ନର। ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details