ଓଡିଶା

odisha

ETV Bharat / videos

ନିଆରା ପରମ୍ପରା , ଯେଉଁଠି ଦୁର୍ବିପାକକୁ ରୋକିବାକୁ କରାଯାଉଛି 'ମଣ୍ଡା'ପୂଜା - kendrapara

By

Published : May 10, 2019, 10:04 PM IST

କେନ୍ଦ୍ରାପଡା: ଚାଲିଛି ଆଣ ଜନ୍ତା। ପୁର ତିଆରି ହେବ ଆଉ ମଣ୍ଡା ପିଠାକୁ ମା ଚଣ୍ଡୀଙ୍କ ନିକଟରେ ଭୋଗ ଲାଗିବ। ଏଭଳି ଏକ ପରମ୍ପରା ଓ ମା'ଙ୍କ ପ୍ରତି ମନରେ ପ୍ରଗାଢ଼ ବିଶ୍ୱାସ ନେଇ ପିଠା ତିଆରିରେ ଲାଗିପଡିଛନ୍ତି ଶହଶହ ମହିଳା । ଏହି ଦୃଶ୍ୟଟି ହେଉଛି କେନ୍ଦ୍ରାପଡ଼ା ଇନ୍ଦୁପୁରର ଆରାଧ୍ୟା ଦେବୀ ମା' ଚଣ୍ଡୀଙ୍କ ପୀଠର । ବୈଶାଖ ମାସ ସଂକ୍ରାନ୍ତି ଠାରୁ ଜ୍ୟେଷ୍ଠ ମାସ ସଂକ୍ରାନ୍ତି ମଧ୍ୟରେ ପଡୁଥିବା ଗୁରୁବାରରେ ଏହି ବ୍ରତ ପାଳନ କରାଯାଏ । ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା'ଚଣ୍ଡୀଙ୍କ ନିକଟରେ ଲୋକେ ମାନସିକ ରଖି ଏହି ଓଷାକୁ ପାଳନ କରିଥାନ୍ତି ।

ABOUT THE AUTHOR

...view details