ଓଡିଶା

odisha

ETV Bharat / videos

ଗଡଚଣ୍ଡୀ ମନ୍ଦିରର ପୂଜକଙ୍କ ମୁହଁରୁ ଜାଣନ୍ତୁ କାତ୍ୟାୟନୀ ବେଶର ମାହାତ୍ମ୍ୟ - କଟକ ଗଡଚଣ୍ଡୀ ମନ୍ଦିର

By

Published : Oct 11, 2021, 9:17 PM IST

କଟକ: ଆଜି ସମସ୍ତ ମଣ୍ଡପରେ ଷଷ୍ଠୀ ପୂଜା କରାଯାଉଥିବା ବେଳେ ପୀଠ ମାନଙ୍କରେ ସପ୍ତମୀ ପୂଜା । ନବରାତ୍ରରେ ମା' ଜଗତଜନନୀ ଅନେକ ବେଶରେ ଦର୍ଶନ ଦେଉଥିବା ବେଳେ ଆଜି କାତ୍ୟାୟନୀ ରୂପରେ ଦର୍ଶନ ଦେଇଛନ୍ତି ମା'। ତେବେ କଣ ଏହି ବେଶ ? କାହିଁକି ମା' ଏହି ବେଶରେ ଦର୍ଶନ ଦିଅନ୍ତି ? ଶୁଣନ୍ତୁ କଣ କହୁଛନ୍ତି ଗଡଚଣ୍ଡୀ ମନ୍ଦିରର ପୂଜକ.... କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details