ଓଡିଶା

odisha

ବରଫାବୃତ ଜମ୍ମୁ କାଶ୍ମୀର, ରାସ୍ତା ସଫେଇ ଅଭିଯାନ ଆରମ୍ଭ

By

Published : Nov 29, 2020, 4:51 PM IST

Published : Nov 29, 2020, 4:51 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାରେ ତୁଷାରପାତ ଯୋଗୁଁ ମୁଘଲ ରାସ୍ତା ବନ୍ଦ । ଫଳରେ ବାଧାପ୍ରାପ୍ତ ହୋଇଛି ଯାତାୟତ । ଏନେଇ ଆରମ୍ଭ ହୋଇଛି ରାସ୍ତା ସଫେଇ ଅଭିଯାନ । ଫଳରେ JCB ପରି ଭାରୀ ଯନ୍ତ୍ର ବ୍ୟବହାର କରି ଏହି ସଫେଇ କାର୍ଯ୍ୟ ଚାଲିଛି । ଏହାପୂର୍ବରୁ ଜମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲା ଶୋପିଆନରୁ ବଫଲିଆଜକୁ ସଂଯୋଗ କରୁଥିବା ମୁଘଲ ରୋଡରେ ବରଫ ସଫେଇ ଅପରେସନ ଆରମ୍ଭ ହେବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details