ଓଡିଶା

odisha

ETV Bharat / videos

ସିନ୍ଦୂର ଖେଳି ମା’ଙ୍କୁ ମେଲାଣି ଦେଲେ ଭଦ୍ରକର ମହିଳା - ଭଦ୍ରକ ଦଶମୀ ପୂଜା

By

Published : Oct 15, 2021, 11:00 PM IST

ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ଦଶମୀ ପୂଜା ସହ ମହିଳା ମାନେ ସିନ୍ଦୂର ଖେଳରେ ମାତିଛନ୍ତି। ଆସନ୍ତାକାଲି ମାଆଙ୍କର ବିସର୍ଜନ ହେବ । ତେବେ ଅନେକ ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଯୋଗୁଁ ଏଥର ପୂଜା ନିରାଡ଼ମ୍ବର ଭାବେ ପାଳିତ ହେଉଛି । ଅଧିକ ପଢନ୍ତୁ...

ABOUT THE AUTHOR

...view details