ଓଡିଶା

odisha

ତାଉତେ ଭୟ; ସିଦ୍ଧିବିନାୟକ ମନ୍ଦିରରେ ସଙ୍କଟ ନିବାରଣ ହୋମ

By

Published : May 17, 2021, 1:51 PM IST

ବାତ୍ୟା ତାଉତେକୁ ଦୃଷ୍ଟିରେ ରଖି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ସଙ୍କଟ ନିବାରଣ ହୋମ କରାଯାଇଛି । ରାଜ୍ୟ ଉପରେ ଆସୁଥିବା ଏହି ବିପଦକୁ ଟାଳିବା ପାଇଁ ହୋମ ମାଧ୍ୟମରେ ପ୍ରାର୍ଥନା କରଯାଉଛି । ସିଦ୍ଧିବିନାୟକ ନ୍ୟାସଙ୍କ ଦ୍ବାରା ଏହି ହୋମ କରାଯାଇଛି ।

ABOUT THE AUTHOR

...view details