ଓଡିଶା

odisha

By

Published : Oct 29, 2021, 6:29 PM IST

ETV Bharat / videos

ମାନିଗଲେ ମାନି, ପ୍ରେମରେ ପାଗଳ ସୁର ବାବୁ

ରଙ୍ଗବତୀ ଗୀତ ପରେ ସୁର ରାଉତରାୟଙ୍କ ପୁଣି ଏକ ନୂଆ ଗୀତ । ଧୂମ ମଚାଇଲା ସୁରଙ୍କ ରୋମାଣ୍ଟିକ ଗୀତ। ଗୀତର ନାଁ ହେଉଛି 'ପ୍ରେମରେ ପଡିଗଲି' । ଚାରିଆଡେ ସୁରଙ୍କ ନୂତନ ଗୀତକୁ ନେଇ ଚର୍ଚ୍ଚା। ଏହି ଗୀତଟି ସୁର ରାଉତରାୟ ଓ ତାଙ୍କ ପତ୍ନୀ ମାନିଙ୍କ ପ୍ରେମ ସମ୍ପର୍କଙ୍କୁ ନେଇ ପ୍ରସ୍ତୁତ ହୋଇଛି । ଏଥିରେ ଉଭୟ କଣ୍ଠଦାନ କରିଛନ୍ତି । ଏହାଛଡା ଅଭିଜିତ ଭଟ୍ଟାଚର୍ଯ୍ୟ ଓ ଜ୍ୟୋତିର୍ମୟୀ ନାୟକ ଏହି ଗୀତ ଗାଇଛନ୍ତି । ଏହି ସଙ୍ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ । ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

...view details