ପ୍ରବଳ ବର୍ଷାରେ ବୁଡିଲା ରାଜରାସ୍ତା, ଦେଖନ୍ତୁ ଭିଡିଓ - ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତା ପାଲଟିଲା ପୋଖରୀ
ଶୁକ୍ରବାର ସକାଳ ଠାରୁ ରାଜସ୍ଥାନର ଜୟପୁରରେ ପ୍ରବଳ ବର୍ଷା ହେଉଛି। ଫଳରେ ରାଜଧାନୀର ରାଜରାସ୍ତା ବୁଡିବା ସହ ରାସ୍ତାରେ ଅଟକି ରହିଥିବା ଗାଡିଗୁଡିକ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେତୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।