ଶ୍ରୀମନ୍ଦିର ଦ୍ଵାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ
ପୁରୀ: ବଡି ଭୋରରୁ ସମସ୍ତ ବିଧି ଓ ରୀତିନୀତିରେ ସମ୍ପନ୍ନ ହୋଇଛି ପତିତପାବନଙ୍କ ମଙ୍ଗଳ ଆଳତୀ । ପ୍ରଥମେ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ଵାର ଫିଟା ହୋଇଥିଲା। ଏହା ପରେ ହାତରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣରେ ସମ୍ପନ୍ନ ହୋଇଥିଲା ଏହି ଆଳତୀ। ଯାହାକୁ ଦେଖିଲେ ଆତ୍ମବିଭୋର ହୋଇ ପଡୁଛି ମନ। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ