ଶେଷ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ DG ଅଭୟ, ରାଜ୍ୟବାସୀଙ୍କୁ ଜଣାଇଲେ ନୂଆବର୍ଷ ଶୁଭେଚ୍ଛା - ଓଡିଶା ପୋଲିସ ଡିଜି ଅଭୟଙ୍କ ଅବସର
କଟକ: ଡିଜି କାର୍ଯ୍ୟକାଳ ସରିବା ପୂର୍ବରୁ ଓଡିଶାବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ଡିଜି ଅଭୟ । ଅବସର ପୂର୍ବରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ଡିଜିପି ଅଭୟ । ଆଜି ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନିଜର ଦୁଇବର୍ଷର କାର୍ଯ୍ୟକାଳରେ ରାଜ୍ୟବାସୀଙ୍କ ସହଯୋଗ ପାଇଛି ବୋଲି ଡିଜିପି କହିଛନ୍ତି। କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ