ଜାରି ରହିଛି ବିଜେପି ଲହର, ପାଞ୍ଚ ରାଜ୍ୟରେ ଦଳକୁ ମିଳିବ ବିପୁଳ ସଫଳତା: ମୋଦି - ବିଜେପିକୁ 5 ରାଜ୍ୟରେ ବିପୁଳ ସଫଳତା ମିଳିବ
ନୂଆଦିଲ୍ଲୀ: ବର୍ଷ 2022ର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ସାକ୍ଷାତକାର । ନ୍ୟୁଜ ସରବରାହ ସଂସ୍ଥା (ANI) କୁ ସାକ୍ଷାତକାର ଦେଇ ଦେଶର ଅର୍ଥନୈତିକ, ରାଜନୈତିକ, ନିର୍ବାଚନ ଓ ଏକାଧିକ ପ୍ରସଙ୍ଗରେ କହିଛନ୍ତି ମୋଦି । 5ଟି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ପ୍ରଦର୍ଶନ ନେଇ କଣ କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।