ଶ୍ରୀମନ୍ଦିର ଦ୍ବାରଫିଟା ଓ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - puri temple
ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ । ସବୁଦିନ ପରି ବଡି ଭୋରୁ ଶ୍ରୀମନ୍ଦିର ଦ୍ବାର ଫିଟା ଓ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ସେବାୟତ ଓ ବଡପଣ୍ଡାମାନେ ସକାଳୁ ରିତି ନୀତି ସହ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା ଶଙ୍ଖ ଓ ହୁଳହୁଳିରେ ପୁରି ଉଠୁଛି ସିଂହଦ୍ବାର । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 5, 2021, 9:54 AM IST