ଓଡିଶା

odisha

ETV Bharat / videos

ETV Bharat Exclusive: ଓପିଏସସିର ଦାୟିତ୍ବହୀନତା, ଖାତା ମୂଲ୍ୟାୟନରେ ଗୁରୁତ୍ବପୂର୍ଣ୍ଣ ତ୍ରୁଟି - ପରୀକ୍ଷାର୍ଥୀଙ୍କ ଖାତା ମୂଲ୍ୟାୟନ ତ୍ରୁଟି

By

Published : Aug 12, 2019, 11:54 PM IST

ଭଦ୍ରକ: ପଦାରେ ପଡିଲା ଓପିଏସସିର ଦାୟିତ୍ବହୀନତା । ଓଡିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଖାତା ମୂଲ୍ୟାୟନରେ ହୋଇଛି ଗୁରୁତ୍ବପୂର୍ଣ୍ଣ ତ୍ରୁଟି । ଫଳରେ ଓଏସ ପାଇବାରୁ ବଞ୍ଚିତ ହୋଇଛନ୍ତି ଆଶାୟୀ ପରୀକ୍ଷାର୍ଥୀ ରଜତ କୁମାର ମିଶ୍ର । ତାଙ୍କ ଖାତା ମୂଲ୍ୟାୟନରେ ତ୍ରୁଟି ଘଟଣା ପଦାକୁ ଆସିବା ପରେ ଏବେ ଓପିଏସସିର ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ ।

ABOUT THE AUTHOR

...view details