ଗଡଚଣ୍ଡୀଙ୍କ କୁଷ୍ମାଣ୍ଡା ବେଶ କ’ଣ ? ଶୁଣନ୍ତୁ - maa gada chandi
କଟକ: ପାର୍ବଣର ଆଗମନରେ ଜାରି ରହିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା। ସବୁ ଶକ୍ତିପୀଠରେ ମା’ଙ୍କ ବିଭିନ୍ନ ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମୁଛି । କୋଭିଡ କଟକଣା ମଧ୍ୟରେ ହେଉଛି ଦର୍ଶନ । ତେବେ ମା’ ଗଡ଼ଚଣ୍ଡୀ ଆଜି(ଶନିବାର) ନାରାୟଣୀ ବେଶରେ ଦର୍ଶନ ଦେଉଛନ୍ତି । ହେଲେ ଏହି ବେଶରେ ଇତିହାସରେ ରହିଛି ଅନ୍ୟ ଏକ ନାଁ, ଯାହା ହେଉଛି ‘କୁଷ୍ମାଣ୍ଡା’ । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ