ଆଜି ମା’ କଟକ ଚଣ୍ଡୀଙ୍କ ତ୍ରିପୁରା ଭୈରବୀ ବେଶ - Tripura Bhairavi vesa rituals
କଟକ: ଆଜି ମା’ କଟକ ଚଣ୍ଡୀଙ୍କ ତ୍ରିପୁରା ଭୈରବୀ ବେଶ। ମା’ଙ୍କ ଦର୍ଶନ ପାଇଁ ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ। କୋଭିଡ଼ ନିୟମ ପାଳନ କରି ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଗତବର୍ଷ କରୋନା ପାଇଁ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ତେବେ ଚଳିତବର୍ଷ ଦର୍ଶନ ପାଇଁ ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁ ମାନେ ବେଶ ଖୁସି ପ୍ରକଟ କରିଛନ୍ତି। କଟକରୁ ନାରାୟଣ ସାହୁ, ଇଟିଭି ଭାରତ