ଓଡିଶା

odisha

By

Published : May 5, 2021, 2:45 PM IST

ETV Bharat / videos

ଆଜିଠୁ ଲକଡାଉନ, କେନ୍ଦୁଝରରେ କଡାକଡି ଯାଞ୍ଚ

କେନ୍ଦୁଝର: ଆଜିଠାରୁ ମେ 19 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ବଲବତ୍ତର ରହିବ । ଏନେଇ କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତତ ଶେଷ ହୋଇଛି । ଜିଲ୍ଲାର ଛକ ଛକରେ କଡାକଡି ଚେକିଙ୍କ କରଯାଉଛି । ଉପଯୁକ୍ତ ପ୍ରମାଣପତ୍ର ଦେଖାଉଥିବା ଲୋକଙ୍କୁ ଛଡା ଯାଉଛି । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଜିଲ୍ଲା ପ୍ରଶାସନ ସହ ସାଧାରଣ ନାଗରିକମାନେ ମଧ୍ୟ ସାମାଜିକ ଦୂରତ୍ବ ଓ ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ ଉପରେ ଜୋର ଦେଇଛନ୍ତି । କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details