ଓଡିଶା

odisha

ETV Bharat / videos

ଜାଣନ୍ତୁ କୋରୋନା ଭାଇରସର ଲକ୍ଷଣ ଓ ପ୍ରତିକାର ବିଷୟରେ

By

Published : Mar 20, 2020, 4:08 AM IST

ରାୟଗଡା: ବିଶ୍ବରେ କୋରୋନା ଭାଇରସ ଏବେ ଚିନ୍ତାର କାରଣ ପାଲଟିଛି । ଏହି ଭାଇରସରେ 9 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ପ୍ରାଣହାନୀ ଘଟିସାରି ଥିବାବେଳେ 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି । ଯାହାକୁ ନେଇ ସମସ୍ତ ଦେଶରେ ପ୍ରତିଶେଧକ ଭାବେ ମାସ୍କ, ସାନିଟାଇଜର ବ୍ୟବହାର କରିବାକୁ ବିଶେଷ ଧ୍ୟାନ ଦିଆଯାଉ ଥିବାବେଳେ ସରକରାଙ୍କ ପକ୍ଷରୁ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ତେବେ ଆସନ୍ତୁ ଜାଣିବା କୋରୋନା ଭାଇରସର ଲକ୍ଷଣ କ'ଣ ? କିପରି କରିବେ ଏହାର ପ୍ରତିକାର ଆସନ୍ତୁ ଶୁଣିବା ଡାକ୍ତର ରୟ ଚୌଧରୀଙ୍କ ମୁହଁରୁ ।

ABOUT THE AUTHOR

...view details