ଓଡିଶା

odisha

ETV Bharat / videos

ପ୍ରଯୋଜକରୁ ପାଲଟିଲେ ପରିବା ଚାଷୀ

By

Published : Aug 20, 2019, 7:56 PM IST

ଥିରୁଅନନ୍ତପୁରମ: ମାଲାୟଲମ ସିନେ ଇଣ୍ଡଷ୍ଟ୍ରିରେ ବେଶ ଖ୍ୟାତି ଅର୍ଜନ କରିଥିବା ଜଣେ ସିନେ ପ୍ରଯୋଜକ ଏବେ ସଫଳ ଚାଷୀ ହୋଇ ପାରିଛନ୍ତି । ନିଜ ବାଡ଼ିରେ ବିଭିନ୍ନ ପ୍ରକାର ପରିବା ଚାଷ କରିବା ସହିତ ଅର୍ଗାନିକ ଫାର୍ମିଂ ମଧ୍ୟ କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ସମୟରେ ଚାଷରୁ ମୁଁହ ଫେରାଇ ନେଉଛନ୍ତି ଅନେକ ଯୁବପିଢି । ମାତ୍ର ବୃତ୍ତିଗତ ପେସାରୁ ମୁହଁ ଫେରାଇ ଆଣି ଜଣେ ସଫଳ ଚାଷୀ ହୋଇପାରିଛନ୍ତି ଜଣେ ପ୍ରଯୋଜକ । ପ୍ରଯୋଜନାରେ ବେସ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ଏବେ ଜଣେ ସଫଳ ଚାଷୀ ଭାବେ ପରିଗଣିତ ହେଉଛନ୍ତି । ପ୍ରଯୋଜକରୁ ପରିବା ଚାଷୀ ।

ABOUT THE AUTHOR

...view details