ହିମ ଚାଦରରେ ଢାଙ୍କି ହେଲା ଭୂ-ସ୍ବର୍ଗ - kashmir snowfall
ଶ୍ରୀନଗର: କାଶ୍ମୀରର ସମତଳ ଅଞ୍ଚଳରେ ତାପମାତ୍ରା ହ୍ରାସ ଯୋଗୁଁ ଚଳିତ ଶୀତଋତୁର ପ୍ରଥମ ତୁଷାରପାତ ହୋଇଛି। ଶନିବାର ସକାଳୁ ଏହି ବରଫ ପାତ ହୋଇଛି। ଯାହାକୁ ଦେଖିଲେ ଲାଗୁଛି ହିମ ଚାଦରରେ ଘୋଡେଇ ହୋଇଛି ସମଗ୍ର ଅଞ୍ଚଳ। ରାଜଧାନୀ ଶ୍ରୀନଗରରେ ସକାଳ ସମୟରେ ଅନେକ ସମୟ ଧରି ହୋଇଥିବା ବରଫ ପାତ 8 ସେମିର ରେକର୍ଡ କରାଯାଇଛି ।