ଓଡିଶା

odisha

ETV Bharat / videos

IPL ଦ୍ବିତୀୟ କ୍ବାଲିଫାୟାର, ଦିଲ୍ଲୀକୁ ସର୍ବାଧିକ ସମର୍ଥନ - ଦିଲ୍ଲୀ କ୍ୟାପିଟାଲ୍ସ

By

Published : Oct 13, 2021, 12:52 PM IST

କଟକ: ଆଇପିଏଲ ଲଢେଇରେ ଆଜି ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ମୁକାବିଲା । ଦିଲ୍ଲୀ ଓ କୋଲକାତା ମଧ୍ୟରେ ଖେଳାଯିବ ଏହି ଦ୍ୱିତୀୟ କ୍ଵଲିଫାୟାର ମ୍ୟାଚ। ତେବେ ଦିଲୀ ଚେନ୍ନାଇ ବିପକ୍ଷ ମ୍ୟାଚରେ ହାରିଥିଲା । KKR ଆରସିବିକୁ ହରାଇ ଫାଇନାଲ୍ ଆଶା ଉଜ୍ଜିବୀତ କରିଛି। ତେବେ ଆଜିର ମ୍ୟାଚ ହେବ ସଙ୍ଘର୍ଷ ପୂର୍ଣ୍ଣ। ଏହି ମ୍ୟାଚକୁ ନେଇ ଫ୍ୟାନସଙ୍କ ଖୁସି ଆକାଶ ଛୁଇଁଛି। ଦିଲ୍ଲୀ କେବେ ବି ଟ୍ରଫି ଜିତି ନଥିବାବେଳେ ଚଳିତ ଆଇପିଏଲରେ ସେ ଟ୍ରଫି ହାତେଇବା ନେଇ ଅଧିକ ସମର୍ଥନ ମିଳିଛି । କେଉଁ ଟିମ ଜିତୁଛି ତାହା ଦେଖିବାକୁ ଆଜିର ମ୍ୟାଚ ପରେ ଜଣାପଡିବ । କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details